Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପାଟଣାଗଡ: ଉପଖଣ୍ଡ ଡ଼ାକ୍ତରଖାନାର ନିରାମୟ ଔଷଧ ବିତରଣ କେନ୍ଦ୍ର ରେ ମାତାଳ କର୍ମଚାରୀ ଙ୍କ ଭିଡ଼ିଓ ଭାଇରାଲ

Patnagarh, Balangir | Feb 19, 2026
ଗତ ରାତିରେ ସ୍ଥାନୀୟ ଉପଖଣ୍ଡ ଡ଼ାକ୍ତରଖାନାର ନିରାମୟ ଔଷଧ ବିତରଣ କେନ୍ଦ୍ର ରେ ମାତାଲ କର୍ମଚାରୀ ଠିକ ଭାବରେ ଔଷଧ ଦେଇ ପାରୁନଥିବାରୁ ରୋଗୀଙ୍କ ସଂପର୍କିୟ ତାଗିତ କରୁଥିବାର ଭିଡ଼ିଓ ଗୁରୁବାର ସକାଳୁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।