ପାଟଣାଗଡ: ସୁଲେକେଲା ରେ ଚାଲି ଥିବା କ୍ରିକେଟ ଟୁଣ୍ଟାମେଟ ଉଦଯାପିତ ଯୋଗ ଦେଲେ ପୂର୍ବ ତନ ବିଧାୟକ
ବେଲପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ରେ ଚାଲି ଥିବା କ୍ରିକେଟ ଟୁଣ୍ଟାମେଟ ସୋମବାର ସନ୍ଧ୍ୟା ୬ଟା ସମୟରେ ଉଦଯାପିତ ହୋଇ ଯାଇଛି ।ଉଦଯାପନୀ ଉତ୍ସବ ରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀ ସରୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜେତା ଏବଂ ଉପ ବିଜେତା ଦଳ କୁ ଟ୍ରଫି ପ୍ରଦାନ କରିଥିଲେ ।