କଟକ ସଦର: କଟକର ସମସ୍ତ ଥାନାରେ ଅନୁଷ୍ଠିତ ହେଲା ନିୟମିତ ପ୍ରାତଃକାଳୀନ ବ୍ରିଫିଂ ଓ ରୋଲ୍ କଲ୍
କଟକ ୟୁପିଡି ଅଧୀନସ୍ଥ ସମସ୍ତ ଥାନାରେ ଆଜି ପ୍ରାତଃକାଳୀନ ବ୍ରିଫିଂ ଓ ରୋଲ୍ କଲ୍ ଅନୁଷ୍ଠିତ ହୋଇଛି। ଥାନା ଭାରପ୍ରାପ୍ତ ଅଧିକାରୀମାନେ କର୍ମଚାରୀଙ୍କୁ ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।