କଟକ ପୌରାଞ୍ଚଳ: କଦଳୀ ପଟୁଆରେ ତିଆରି ହେଲା 21 ହଜାର ବୋଇତ: ପରିବେଶ ସୁରକ୍ଷା ପାଇଁ ନିଆରା ପ୍ରୟାସ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଓର୍ମାସ୍ ସହାୟତାରେ SHG ଗୋଷ୍ଠୀ ପ୍ରସ୍ତୁତ କଲେ 21 ହଜାର କଦଳୀ ପଟୁଆ ବୋଇତ। ପ୍ଲାଷ୍ଟିକ୍ ବଦଳରେ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରି ଜଳାଶୟ ସୁରକ୍ଷା ପାଇଁ ଦିଆଗଲା ବାର୍ତ୍ତା।