କଟକ ମହାନଗର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଗଡ଼ଗଡ଼ିଆ ଘାଟରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦୋଷ ଓ ପୂର୍ବତନ ବିଧାୟିକା ମହମ୍ମଦ ମୁକିମ ଯୋଗ ଦେଇଥିଲେ।