ମଙ୍ଗଳାବାଗ ଥାନା ପୋଲିସ CEIR ପୋର୍ଟାଲର ସଫଳ ବ୍ୟବହାର କରି ଚୋରି ହୋଇଥିବା ଏକ ମୋବାଇଲ ଫୋନ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୋବାଇଲକୁ ପୋଲିସ ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି।