ଏସ ସି ବି ମେଡିକାଲର ସହକାରୀ ଅଧୀକ୍ଷକ ଶ୍ରୀ ଜ୍ୟୋତିର୍ମୟ ନାୟକଙ୍କୁ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଶ୍ରେଷ୍ଠ ଚିକିତ୍ସା ଶିକ୍ଷକ ସମ୍ମାନ ପାଇଁ ମନୋନୀତ କରାଯାଇଛି।