କଟକ ପୌରାଞ୍ଚଳ: କଟକ କାଳିଆବୁଦା ମା' ଶ୍ୟାମାକାଳୀ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣମୀ ପ୍ରସାଦ ସେବନ
କଟକ କାଳିଆବୁଦା ସ୍ଥିତ ମା' ଶ୍ୟାମାକାଳୀ ମନ୍ଦିରରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭକ୍ତମାନେ ମନ୍ଦିରରେ ଭିଡ଼ ଜମାଇ ପ୍ରସାଦ ଗ୍ରହଣ କରିଛନ୍ତି।