କଟକ ପୌରାଞ୍ଚଳ: ରାଷ୍ଟ୍ରପତିଙ୍କ କଟକ ବାଲିଯାତ୍ରା ଗସ୍ତ: ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
ରାଷ୍ଟ୍ରପତିଙ୍କ କଟକ ଗସ୍ତ ପୂର୍ବରୁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଓଡିଶା ଡିଜିପି। ଐତିହାସିକ ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତି ନେଇ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।