Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
No video available

ବଣେଇ: ଖଣିଜ ପଦାର୍ଥ ଚୋରା ଚାଲାଣ ନେଇ କୋଇଡାର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମର ଛାନଭିନ

Banei, Sundargarh | Jun 24, 2025
କୋଇଡା ଖଣିମଣ୍ଡଳ ଅର୍ନ୍ତଗତ ବିଭିନ୍ନ ଖଣିରୁ ଲୁହା ପଥର ଚୋରା ଚାଲାଣ ଘଟଣାର ତଦନ୍ତ ପାଇଁ ଆଜି କୋଇଡାରେ ପହଞ୍ଚିଛନ୍ତି ଭିଜଳାନ୍ସ ଟିମ। ଆଜି ସକାଳୁ ୧୦ ଜଣିଆ ଭିଜିଲାନ୍ସ ଟିମ୍ ଅଞ୍ଚଳର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହି ଟିମରେ ORSACର ୪ ଜଣ ସଦସ୍ୟ, ବନ ବିଭାଗର ଅଧିକାରୀ ଏବଂ ଭିଜିଲାନ୍ସ ଏସପି ସାମିଲ ରହିଥିବା ସୂଚନା ରହିଛି।