Public App Logo
Profile Picture

KHALANANDA SHARMA

@khabarbarbil
17738Followers
3Following
କେନ୍ଦୁଝର ସହର: କଳିଙ୍ଗ ଦୁର୍ଗାପୂଜା ମଣ୍ଡପ ନିକଟସ୍ଥ ମୁଖ୍ୟ ରାସ୍ତାରେ ଟ୍ରଲରକୁ ପିଟିଲା ବାଇକ, ୨ ମୃତ
କେନ୍ଦୁଝର ସହର: ଡର୍ବି ଛକ ନିକଟସ୍ଥ ଜଙ୍ଗଲରେ ଅବକାରୀ ଚଢାଉ, ୨୦୦ ଲିଟର ମଦ ଓ ୨୫୦୦ କେଜି ପୋଚ ଜବତ
ଚମ୍ପୁଆ: ଟୁଣୁଟୁଣା ଆମ୍ବ ବଗିଚାରେ ୨୫ ଟିକିଆ ହାତୀପଲ, ଲୋକେ ଆତଙ୍କିତ
ଚମ୍ପୁଆ: ନୟାଗଡ଼ ଓଜନ କଣ୍ଟା ନିକଟରେ ଖଣି ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ସହ ଡମ୍ଫର ଜବତ
କେନ୍ଦୁଝର ସହର: ବଡବିଲ ଥାନା ନିକଟରେ ହାଇୱା ପଛରେ ପିଟିଲା କାର, ଯାତ୍ରୀ ସୁରକ୍ଷିତ
କେନ୍ଦୁଝର ସହର: ଅର୍ଶଳା ଓଭର ବ୍ରିଜ ନିକଟରେ ଟ୍ରକ ପଛରେ ପିଟି ହୋଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ
ଚମ୍ପୁଆ: ବାସୁଦେବପୁର ନିକଟରେ ଟ୍ରଲର ଦୁର୍ଘଟଣା ଗ୍ରସ୍ତ, ଚାଳକ ସୁରକ୍ଷିତ
ଚମ୍ପୁଆ: ବିଲେଇପଦା ନିକଟରେ ଟ୍ରକ ଧକ୍କାରେ କାର କ୍ଷତିଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
କେନ୍ଦୁଝର ସହର: ବାସୁଦେବପୁର ନିକଟରେ ଜାତୀୟ ରାଜପଥର ପାର କଲେ ୧୨ ଟିକିଆ ହାତୀପଲ
କେନ୍ଦୁଝର ସହର: ଭଦ୍ରାସାହି ନିକଟରେ ଟ୍ରଲର ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ
ଚମ୍ପୁଆ: ବଡବିଲ ପୌରପାଳିକା ପକ୍ଷରୁ କୋର୍ଟ ରାସ୍ତାରେ ସୌଦର୍ଜିକରଣ କାର୍ଯ୍ୟ ଆରମ୍ଭ କଲେ ନିର୍ବାହୀ ଅଧିକାରୀ
ଚମ୍ପୁଆ: କାଶିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ୨ ଗୋରୁ ମୃତ
କେନ୍ଦୁଝର ସହର: ବଡବିଲ କଲେଜ ନିକଟସ୍ଥ ଜଙ୍ଗଲରେ ୮ ଟିକିଆ ହାତୀପଲ, ବନ ବିଭାଗ ରଖିଛି ନଜର
ଚମ୍ପୁଆ: ବରପଦା ଜଙ୍ଗଲ ନିକଟରେ ଦୁଇଟି ବାଇକ ଭାଙ୍ଗିଲେ ହାତୀ
ଚମ୍ପୁଆ: ଟଣ୍ଟୋ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ହାଇୱା
ଚମ୍ପୁଆ: ବଡବିଲ ଓ ବଲାଣି ଅଞ୍ଚଳରେ ଅବକାରୀ ଚଢାଉ, ୧୩୦ ଲିଟର ମଦ ଜବତ ସହ ୩ ଗିରଫ
ଚମ୍ପୁଆ: ବଡବିଲ-ଯୋଡା ରାଜପଥ ପୁରୁଣା କୋର୍ଟ ନିକଟରେ କାର ଧକ୍କାରେ ସ୍କୁଟି କ୍ଷତିଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ
ଚମ୍ପୁଆ: ବଡବିଲ ସହରରେ ନାବାଳକ ଚୋରଙ୍କ ଉତ୍ପାତ ବୃଦ୍ଧି, ହୋଟେଲ ପ୍ରତୀକ ନିକଟସ୍ଥ ଘରୁ ଲାପଟପ୍ ଚୋରି ଅଭିଯୋଗ
ଚମ୍ପୁଆ: ନିମତୁର, ହାୟାରପୁର ଓ ଚଟେଇ ହାଟିଂ ଅଞ୍ଚଳରେ ଅବକାରୀ ଚଢାଉ, ୫ ହଜାର କେଜି ପୋଚ, ୫୨୪ ଲିଟର ମଦ ଓ୨ ବାଇକ ଜବତ ସହ ୩ ଗିରଫ
କେନ୍ଦୁଝର ସହର: ଅନଲାଇନ ଅର୍ଥ କାରବାର ଅଭିଯୋଗରେ ଦେବଗଡ ଜିଲ୍ଲାର ଯୁବକଙ୍କୁ ଗିରଫ କଲା ଯୋଡା ପୋଲିସ, ପ୍ରତିକ୍ରିୟା ରଖିଲେ ବଡବିଲ ଏସଡିପିଓ
କେନ୍ଦୁଝର ସହର: ରେଳବାଇ ପକ୍ଷରୁ ବଲାଣିରେ ଜବରଦଖଲ ଉଚ୍ଛେଦ ଅଭିଯାନ
ଚମ୍ପୁଆ: ବଡବିଲ ବସ୍ତି ସହ ସହରର ୪ଟି ସ୍ଥାନରେ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କଲେ ନଗରପାଳ
ଚମ୍ପୁଆ: ବଡବିଲ ଧୋବୀ ହାଟିଂରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ଚମ୍ପୁଆ: ମିରିଗିସିଙ୍ଗା ଠାରେ ସାମ୍ବାଦିକଙ୍କ ବିରାଟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଚମ୍ପୁଆ: ଗୁରବେଡା ଗ୍ରାମରେ କୁକୁଡ଼ା ଲଢେ଼ଇ ଓ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୧୦ ଗିରଫ ସହ ଏକ ବୋଲେରୋ, ୩୧ ବାଇକ ଓ ନଗଦ ଜବତ