Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Congress
Modi
Delhi
Viral
Crime
Odisha
Rajasthan
���मित_शाह
���िल्ली
Breakingnews
���हिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
���ेजस्वी_यादव
Uttarakhand
Crimenews
Kolkata

ବଣେଇ: ଏରିଏନ ଛକ ନିକଟରେ ଓମିନି ଓ ହାଇୱା ମଧ୍ୟରେ ଧକ୍କା, ୨ ମୃତ ଓ ୪ ଗୁରୁତର

Banei, Sundargarh | Jul 4, 2025
କୋଇଡା ଥାନା ଅନ୍ତର୍ଗତ ଏରିଏନ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କୋଇଡାରୁ କମାଣ୍ଡ ପ୍ଲାଣ୍ଟ ଅଭିମୁଖେ ଯାଉଥିବା ଏକ ଶ୍ରମିକ ବୋଝେଇ ଓମନି ଗାଡିକୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଓମନି ଗାଡି ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ବସିଥିବା ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୪ଜଣ ଗୁରୁତର ହୋଇଥିଲେ।