Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
khabarbarbil
No video available
22
ସୁନ୍ଦରଗଡ ସହର: ବଣେଇ: ଚୁନାଘାଟି ନିକଟରେ ହାଇୱl ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର
Sundargarh Town, Sundargarh
| May 8, 2025
ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ୱର ଜାତୀୟ ରାଜପଥର ଚୁନାଘାଟି ନିକଟରେ ଆଜି ଏକ ହାଇୱl ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ହାଇୱା ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରା ଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ରହିଛି।
MORE NEWS
SMS News Bureau Rourkela ସୁନାବେଶ ରେ ଝଲସିଲେ ମହାବାହୁ। ଅହିରାବନ୍ଧ ରଥଖଳା ରେ ୨୦ ହଜାର ଭକ୍ତଙ୍କ ସମାଗମ। ମହାପ୍ରଭୁ ରଥ ଉପରେ ସୁନାବେଶ ଅବସରରେ ମହଣ ମହଣ ସୂନା ରେ ଆଚ୍ଛାଦିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦୃଶ୍ୟ ଅତିବ ଅଲୌକିକ ଓ ମନୋରମ। ଅହିରାବନ୍ଧ ରଥଖଳାରେ ମହାପ୍ରଭୁ ଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା। ପୋଲିସ ଓ ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଭଜନ ସମାରୋହ ସହ ଭକ୍ତ ଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ମେଳା ର ଆୟୋଜନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ବିଭିନ୍ନ ସେବା ପ୍ରଦାନ ହୋଇଥିଲା।
Sundargarh Town, Sundargarh | Jul 26, 2026
Sundargarh Town, Sundargarh | Jul 25, 2026
SMS News Bureau Rourkela ରାଉରକେଲା ଇସ୍ପାତ ମାର୍କେଟ ଓ୍ବଲଫେୟାର ଆସୋସିଏସନ୍ ପକ୍ଷରୁ ସଭାପତି ସୁଜିତ୍ କୁମାର ସ୍ବାଇଁ ଙ୍କ ନେତୃତ୍ବରେ ସାଧାରଣ ପରିଷଦର ବୈଠକ ଡକାଯାଇଥିଲା। ମାତ୍ର ବୈଠକ ରେ ସାଧାରଣ ସମ୍ପାଦକ ସନ୍ତୋଷ ସ୍ବାଇଁ ବକ୍ତବ୍ୟ ରଖୁଥିବା ବେଳେ କିଛି ସଦସ୍ୟ ହୋ ହାଲ୍ଲା କରିଥିଲେ। ଫଳରେ କିଛି ସମୟ ପାଇଁ ବୈଠକ ରେ ହୋହଲ୍ଲା ହୋଇଥିଲା।ପରେ ସଭାପତି ତାଙ୍କ ଅଭିଭାଷଣ ରଖିଥିଲେ। ପୁର୍ନବାର ବିଭ୍ରାଟ ହେବାରୁ ସେକ୍ଟର ୧୯ ଥାନା ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ବୈଠକ କୁ ତ୍ବରାନିତ କରିଥିଲେ।
Sundargarh Town, Sundargarh | Jul 25, 2026
ଲାଠିକଟା; ଜୟ ବାଲାଜୀ ଜ୍ୟୋତି ଷ୍ଟିଲ କମ୍ପାନୀ ସଂପ୍ରସାରଣ ସମ୍ବର୍ଦ୍ଧିତ ପରିବେଶ ଜନଶୁଣାଣୀ ରେ ଅଞ୍ଚଳବାସୀ ଙ୍କ ତିବ୍ର ବିରୋଧ। #smsnewsnetwork #rourkela #jaibalajijoytisteelltd #puc #publichearing #sprourkela #lathikatatahsil #zillaparishad #blockchairman #mps #sarpanch
Sundargarh Town, Sundargarh | Jul 25, 2026
SMS News Bureau Vedvyas Report: Munidra Singh Due to water logging rain water on road .
Sundargarh Town, Sundargarh | Jul 25, 2026