Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ବଣେଇ: ୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ୨ ଗିରଫ

Banei, Sundargarh | Jan 13, 2026
ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଓ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଆଜି ବଣେଇ ସବଡିଭିଜନ ଅନ୍ତର୍ଗତ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁନ୍ଦେଇଢିହା ଗ୍ରାମ ରେ ଚଢ଼ାଉ କରି ୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣା ରେ ଦୁଇ ଜଣ ଯୁବକ ଙ୍କୁ ଗିରଫ କରିଛି। ଘଟଣା ର ଅଧିକ ତଦନ୍ତ ଜାରି ରଖିଛି।