Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
No video available

ବଣେଇ: ବାନ୍ଧୁପଡ଼ା ଗାଁ ପୁରୁଣାପାଣି ନାଳରେ ଓଲଟିଲା ଟ୍ରକ, ଚାଳକ ଓ ସହଯୋଗୀ ସୁରକ୍ଷିତ

Banei, Sundargarh | Jun 25, 2025
କୋଇଡା ବ୍ଲକ ଅନ୍ତର୍ଗତ ବାନ୍ଧୁପଡ଼ା ଗାଁ ନିକଟସ୍ଥ ପୁରୁଣାପାଣି ନାଳରେ ଆଜି ଏକ ଟ୍ରକ ଓଲଟି ପଡିଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପାଣି ଯୋଗୁ ନାଳରେ ସ୍ରୋତ ପ୍ରଖର ହେବା ଫଳରେ ଅପର ପାର୍ଶ୍ଵକୁ ଯାଉଥିବା ଉକ୍ତ ଟ୍ରକ ସମ୍ପୂର୍ଣ୍ଣ ଓଲଟି ପଡିଥିବା ବେଳେ ସୌଭାଗ୍ୟ ବଶତଃ ଏହାର ଚାଳକ ଓ ସହଯୋଗୀ ବର୍ତ୍ତି ଯାଇଥିବା ସୂଚନା ରହିଛି।
ବଣେଇ: ବାନ୍ଧୁପଡ଼ା ଗାଁ ପୁରୁଣାପାଣି ନାଳରେ ଓଲଟିଲା ଟ୍ରକ, ଚାଳକ ଓ ସହଯୋଗୀ ସୁରକ୍ଷିତ - Banei News