ପାଟଣାଗଡ: ବେଲପଡ଼ାରେ ଅନୁଷ୍ଠିତ ହେଲା ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା
ବେଲପଡ଼ା ବ୍ଲକରେ ଆଧ୍ୟାତ୍ମିକ ପରିବେଶରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଭାରତୀୟ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ପ୍ରଚାର ଥିଲା ଏହାର ମୁଖ୍ୟ ଲକ୍ଷ୍ୟ।