ପାନପୋଷିଆ ଗ୍ରାମରେ ଦିନ ଦ୍ୱିପ୍ରହରରେ ଗୋଠଛଡ଼ା ହାତୀର ଉପଦ୍ରବ। ଦୋକାନର କବାଟ ଭାଙ୍ଗି ଆଳୁ ବସ୍ତା ନେଇଗଲା ହାତୀ। ଘଟଣାକୁ ନେଇ ଭୟଭୀତ ଗ୍ରାମବାସୀ।