ପାଟଣାଗଡ: ପାଟଣାଗଡ଼ରେ କୈବର୍ତ୍ତ ସମାଜର ବିଶାଳ ଶୋଭାଯାତ୍ରା: ଦାବିପତ୍ର ପ୍ରଦାନ
ନିଜର ସାମ୍ବିଧାନିକ ଅଧିକାର ଓ ସରକାରୀ ଯୋଜନାରେ ସାମିଲ ଦାବି ନେଇ ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି ପଶ୍ଚିମ ଓଡ଼ିଶା କୈବର୍ତ୍ତ ସମାଜ। ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।