ଝାରସୁଗୁଡ଼ା ବ୍ଲକର ବେହେରାପାଟ ମୁଣ୍ଡାପଡ଼ାରେ କାର୍ତ୍ତିକ ପୂର୍ଣ୍ଣିମା ପୂଜାରେ ଯୋଗଦେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ। ପୂଜାର୍ଚ୍ଚନାରେ ସାମିଲ ହୋଇ ସମସ୍ତଙ୍କ ପାଇଁ ଶୁଭକାମନା ଜଣାଇଲେ।