ଝାରସୁଗୁଡା: ଝାରସୁଗୁଡ଼ାର ତାଲପଟିଆ ନଦୀରେ ଡଙ୍ଗା ଭସାଇଲେ ବିଧାୟକ ଟଙ୍କଧର ତ୍ରିପାଠୀ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ତାଲପଟିଆ ନଦୀରେ ଡଙ୍ଗା ଭସାଇ ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।