ଲଖନପୁର: ବେହେରାପାଟ ମୁଣ୍ଡାପଡ଼ାରେ କାର୍ତ୍ତିକ ପୂର୍ଣ୍ଣିମା ପୂଜାରେ ଯୋଗଦେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ
ଝାରସୁଗୁଡ଼ା ବ୍ଲକ ଏଚ୍ କଟାପାଲି ପଞ୍ଚାୟତ ବେହେରାପାଟ ମୁଣ୍ଡାପଡ଼ାରେ କାର୍ତ୍ତିକ ପୂର୍ଣ୍ଣିମା ପୂଜାରେ ଯୋଗଦେଲେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ। ପୂଜାର୍ଚ୍ଚନା କରିବା ସହ ସମସ୍ତଙ୍କ ପାଇଁ ମଙ୍ଗଳ କାମନା କଲେ।