ଝାରସୁଗୁଡା: ଝାରସୁଗୁଡ଼ା: ରଘୁନାଥପାଲି ଭାଗବତ ମନ୍ଦିରରେ ସଂକୀର୍ତ୍ତନରେ ଯୋଗଦେଲେ ବିଧାୟକ ଟଙ୍କଧର ତ୍ରିପାଠୀ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ରଘୁନାଥପାଲି ସୁନାରୀପଡ଼ାସ୍ଥିତ ଭାଗବତ ମନ୍ଦିରରେ ଆୟୋଜିତ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁଙ୍କ ଆରାଧନା କରିଛନ୍ତି।