ଗୁରୁନାନକ ଜୟନ୍ତୀ ଅବସରରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଗୁରୁନାନକ ଦେବ ଜୀଙ୍କୁ ମନେ ପକାଇବା ସହ ତାଙ୍କ ଆଦର୍ଶ ଓ ଶିକ୍ଷାକୁ ସ୍ମରଣ କରିଛନ୍ତି।