ଝାରସୁଗୁଡା: କାର୍ତ୍ତିକ ପୂର୍ଣ୍ଣିମାରେ ତାଲପଟିଆ ମନ୍ଦିରରେ ଦର୍ଶନ କଲେ ବିଧାୟକ ଟଙ୍କଧର ତ୍ରିପାଠୀ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ତାଲପଟିଆସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ସେ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି।