ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ନିକଟରେ ଆଜି ବଡ଼ଗାଁ ପୋଲିସ ପକ୍ଷରୁ ବ୍ୟାପକ ଯାନବାହାନ ଖାନତଲାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୨ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି। ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବଡ଼ଗାଁ ପୋଲିସ ପକ୍ଷରୁ ଘନଘନ ଯାନବାହାନ ଖାନତଲାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।