Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र
No video available

ବଡଗାଁ: ଭୋଇପାଲି ଧାନ ମଣ୍ଡି ଉଦଘାଟିତ

Baragaon, Sundargarh | Jan 2, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଭୋଇପାଲି ଧାନ ମଣ୍ଡି ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଧାନ କ୍ରୟ କମିଟି ସଦସ୍ୟ ରବିନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ଆନୁଷ୍ଠାନିକ ଭାବେ ଏହି ଧାନ ମଣ୍ଡି କୁ ଉଦଘାଟନ କରିଥିଲେ।
ବଡଗାଁ: ଭୋଇପାଲି ଧାନ ମଣ୍ଡି ଉଦଘାଟିତ - Baragaon News