Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र
No video available

ବଡଗାଁ: ସ୍ଥାନୀୟ ବସ୍ତିରେ ତାଲା ଭାଙ୍ଗି ଚୋରି ଘଟଣା, ଘର ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କଲା ପୋଲିସ

Baragaon, Sundargarh | Jan 3, 2025
ବଡ଼ଗାଁ ବସ୍ତି ରେ ଦିବ୍ୟ ଲୋଚନ ପୃଷେଟ ଙ୍କର ଘର ତାଲା ଭାଙ୍ଗି ଚୋରି ହୋଇଛି ଏହି ବିଷୟରେ ବଡ଼ଗାଁ ପୋଲିସ ରେ ଅଭିଯୋଗ ହେବା ପରେ ବଡ଼ଗାଁ ପୁଲିସ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଆଜି ଘର ନିକଟସ୍ଥ ଦୋକାନ ରେ ଲାଗିଥିବା ସିସିଟିଭି ଫୁଟେଜ କୁ ବଡ଼ଗାଁ ପୋଲିସ ଚେକ କରିଛି।