Public App Logo
Profile Picture

ସୁନ୍ଦରଗଡ଼ ଖବର

@bargaon
241745Followers
84Following
ବଡଗାଁ: ଆସ୍ଥା ଗୃହକୁ ଗଲେ ୫ ବର୍ଷ ବନ୍ଦ କୋଠରୀରେ ଥିବା ଯୁବତୀ
ରାଜଗାଙ୍ଗପୁର: ୩୬ କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ।
ରାଜଗାଙ୍ଗପୁର: ରାଜପଥ ଉପରେ ପାଉଁଶ ଗୁଣ୍ଡ... ବିଷ ବଳୟରେ ପରିବେଶ!
ବୀରମିତ୍ରପୁର: ବଡ଼ଗାଁ ଡିଗ୍ରୀ କଲେଜରେ କେରିୟର କାଉନସେଲିଂ ଶିବିର।
ବଡଗାଁ: ୫ ବର୍ଷ ଧରି ଅନ୍ଧାର କୋଠରୀରେ ଯୁବତୀ 
ଆଶାକର୍ମୀଙ୍କ ସୂଚନା ପରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ, ପୁଲିସ ସହ ମିଶି କଲା ଉଦ୍ଧାର
ବୀରମିତ୍ରପୁର: ବଡ଼ଗାଁ ଥାନାରେ ଆମ ପୋଲିସ ସମିତି ବୈଠକ
ବଡଗାଁ: ମୃତ୍ୟୁ ଏମିତି ବି ଆସେ
ରାସ୍ତା ପାର ହେଉଥିବା ବେଳେ ଟ୍ରକ୍‌ ଚାଳକଙ୍କ ମୃତ୍ୟୁ
ରାଜଗାଙ୍ଗପୁର: ଡକାୟତି ଯୋଜନା ବିଫଳ: ୬ ଗିରଫ, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ
ବୀରମିତ୍ରପୁର: ୧୪୩ ନମ୍ବର ଜାତୀୟ ରାଜପଥ ମରାମତି କାମ ଆରମ୍ଭ
ବଡଗାଁ: କୁମବାହାଲ ଗ୍ରାମ ରେ ଅନୁଷ୍ଟିତ ପଞ୍ଚଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।
ରାଜଗାଙ୍ଗପୁର: ନିକଟରେ ଟ୍ରେନରୁ ଖସି ଅଜଣା ଯୁବକଙ୍କ ମୃତ୍ୟୁ।
ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୩୦ ବର୍ଷୀୟ ଯୁବକ।
ବଡଗାଁ: ଦେବ ମଣ୍ଡପ ଠାରେ ଭାଗବତ ଜୟନ୍ତି ଓ ଇନ୍ଦ୍ର ପୂଜା ପାଳିତ
ବୀରମିତ୍ରପୁର: ଅଞ୍ଚଳରେ ପୁଣି ହାତୀ ଆତଙ୍କ! ହାତୀ ଆକ୍ରମଣରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ।
ବୀରମିତ୍ରପୁର: ୟୁରିଆ ସାର ଖାଇ ଯୁବକଙ୍କ ମୃତ୍ୟୁ
ରାଜଗାଙ୍ଗପୁର: ବଡ଼ଗାଁର ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ପାଳିତ ହୋଇଛି ଜାତୀୟ ସେବା ଯୋଜନା ଦିବସ।
ବଡଗାଁ: ଆବାସ ଗୃହ ପାଇବା ଆଶାରେ ମହିଳା ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପ୍ରକାଶ କଲେ ପ୍ରତିକ୍ରିୟା।
ରାଜଗାଙ୍ଗପୁର: ଆବାସ ଗୃହ ଆଶାରେ ବହୁ ଅସହାୟ ହିତାଧିକାରୀ। ବିଡ଼ିଓଙ୍କୁ ଗୁହାରି ଜଣାଇଲେ ଗରିବ ପରିବାର।
ବଡଗାଁ: ନର୍ସିଂ କଲେଜରେ ସାଇବର ସୁରକ୍ଷା, ସଡ଼କ ସୁରକ୍ଷା ଓ ନଶାମୁକ୍ତ ଭାରତ ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ।
ବୀରମିତ୍ରପୁର: ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ପୂର୍ବରୁ ରବିବାର ମଧ୍ୟ ଖୋଲା ରହିବ ଦେଶର ବ୍ୟାଙ୍କ ଶାଖା।
ବଡଗାଁ: ସିଆଁମାଲ ଗ୍ରାମ ର ଗୋଚାଲାଣ କୁ ନେଇ ଅସନ୍ତୋଷ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ
ବୀରମିତ୍ରପୁର: ବସ୍-ଟ୍ରେଲର ଧକ୍କା, NH-143ରେ ୫ କିଲୋମିଟର ଟ୍ରାଫିକ୍ ଜାମ୍!
ରାଜଗାଙ୍ଗପୁର: ସିକିପାଣି ଗ୍ରାମରୁ ଜଣେ ଯୁବକ ନିଖୋଜ ଥାନା ରେ ଅଭିଯୋଗ
ରାଜଗାଙ୍ଗପୁର: ନିସାଶକ୍ତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ କୁ ଡକାଇ ହୀନସ୍ତା ହେଲେ ଯୁବକ
ବୀରମିତ୍ରପୁର: ସଡ଼କ ଦୁର୍ଘଟଣାରେ ବିଏସଏଫ ଯବାନ ଙ୍କର ମୃତ୍ୟୁ, ରାସ୍ତା ଅବରୋଧ
ବଡଗାଁ: ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ବଡ଼ ଚଢ଼ାଉ