Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Uttar_pradesh
Congress
Modi
Delhi
Viral
Crime
शिक्षा
शराब
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
यूपी
स्कूल
Bhopal
No video available

ବଡଗାଁ: ବ୍ଳକର ୯ ଗ୍ରାମ ପଞ୍ଚାୟତର ସ୍ବତନ୍ତ୍ର ଗ୍ରାମସଭା ରେ ମଦ ବିକ୍ରି ବନ୍ଦ ପ୍ରସ୍ତାବ ଗୃହୀତ, ଜିଲ୍ଲା ପ୍ରଶାସନ କୁ ଜଣାଇଲା ସରପଞ୍ଚ ସଂଘ

Baragaon, Sundargarh | Jan 7, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ର ୯ ଗୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ସ୍ବତନ୍ତ୍ର ଗ୍ରାମସଭା ରେ ମଦ ବିକ୍ରି ବନ୍ଦ ପ୍ରସ୍ତାବ ଗୃହୀତ ହୋଇଛି। ଆଜି ସରପଞ୍ଚ ସଂଘର ସଭାପତି ଯୋଗେନ୍ଦ୍ର କିଷାନ ଙ୍କର ନେତୃତ୍ୱରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଏହି ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି।