Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
No video available

ବଡଗାଁ: ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ପୂର୍ବାହ୍ନ ୧୧ଟା ରେ ଖୋଲିବା ନେଇ ଉପବାଚସ୍ପତିଙ୍କୁ ଜଣାଇଲେ ଚାଷୀ

Baragaon, Sundargarh | Jan 7, 2025
ଦିନ ୧୦ ଟାରେ ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲିବାରେ ନିୟମ ରହିଥିବା ବେଳେ ଆଜି ଦିନ ୧୧ ଟରେ ବଡ଼ଗାଁ କୃଷି ବିଭାଗ କାର୍ଯ୍ୟାଳୟ ଖୋଲା ଯାଇଥିଲା।ଯାହା ଫଳରେ ୧୦ ଟାରୁ ଅପେକ୍ଷା କରିଥିବା ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏହି ବିଷୟରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଙ୍କୁ ଅଭିଯୋଗ କରିଛନ୍ତିି।
ବଡଗାଁ: ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ପୂର୍ବାହ୍ନ ୧୧ଟା ରେ ଖୋଲିବା ନେଇ ଉପବାଚସ୍ପତିଙ୍କୁ ଜଣାଇଲେ ଚାଷୀ - Baragaon News