ବଡଗାଁ: ବେହେରାମାଲ ଗ୍ରାମ ରେ ଯାଦବ ସମାବେଶରେ ଯୋଗ ଦେଲେ ଉପ ବାଚସ୍ପତି
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଜରଙ୍ଗଲୋଇ ଗ୍ରାମ ପଞ୍ଚାୟତର ବେହେରାମାଲ ଗ୍ରାମ ରେ ଆଜି ଯାଦବ ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ଶୃଙ୍ଖଳିତ ସମାଜ ଗଠନ, ସରକାର ଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଲୋକାଭିମୁଖୀ କରିବାକୁ ଆଲୋଚନା କରିଥିଲେ।