Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଧରାକୋଟ: ସାନଖେମୁଣ୍ଡି କେଶପୁର ସାନତାଲୁକା ଗ୍ରାମରେ ଆଦିବାସୀ ସମାଜ ବୈଠକ ଗୃହର ଭିତ୍ତିପ୍ରସ୍ତର ସ୍ଥାପନକଲେ ସାନଖେମୁଣ୍ଡି ବିଧାୟକ

Dharakote, Ganjam | Jan 7, 2026
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କେଶପୁର ସାନତାଲୁକା ଗ୍ରାମ ଗ୍ରସ୍ତ କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା l ବିଧାୟକ ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇ ପଟୁଆର ରେ ଗ୍ରାମ ପରିକ୍ରମା କରାଯାଇଥିଲା l ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିବା ଆଦିବାସୀ ସମାଜ ବୈଠକ ଗୃହ ନିର୍ମାଣ ଦାବୀ କୁ ପୁରଣ କରିବା ସହ ବିଧାୟକ ଏହି ଅବସରରେ ବୈଠକ ଗୃହର ଭିତ୍ତିପ୍ରସ୍ତର ସ୍ଥାପନକରିଥିଲେ l ପରେ ଗ୍ରାମରେ ଏକ ବୈଠକ ଆୟୋଜନ କରାଯାଇ ଲୋକ ଙ୍କ ସମସ୍ୟା ବୁଝିଥିଲେ ବିଧାୟକ l
ଧରାକୋଟ: ସାନଖେମୁଣ୍ଡି କେଶପୁର ସାନତାଲୁକା ଗ୍ରାମରେ ଆଦିବାସୀ ସମାଜ ବୈଠକ ଗୃହର ଭିତ୍ତିପ୍ରସ୍ତର ସ୍ଥାପନକଲେ ସାନଖେମୁଣ୍ଡି ବିଧାୟକ - Dharakote News