Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଧରାକୋଟ: ଖଇରପୁଟି ଗ୍ରାମ ନିକଟରେ ଏକ୍ସେଲ ଗାଡିରୁ ପଡ଼ି ପାଞ୍ଚ ବର୍ଷର ନାବାଳକ ମୃତ

Dharakote, Ganjam | Jan 8, 2026
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରେଇ ପଞ୍ଚାୟତ ଖଇରପୁଟି ଗ୍ରାମ ନିକଟରେ ଗୋଟିଏ ଚଳନ୍ତା ଏକ୍ସେଲ ଗାଡିରୁ ପଡ଼ି ପାଞ୍ଚ ବର୍ଷର ନାବାଳକ ର ମୃତ୍ୟୁ ଘଟିଛି l ମୃତକ ନାବାଳକ ଲିଖିନା ନାହକ ଙ୍କ ପାଞ୍ଚ ବର୍ଷୀୟ ପୁଅ ରୁଦ୍ର ନାହାକ ହୋଇଥିଲା ଜଣାପଡିଛି l ସୂଚନା ଅନୁସାରେ ମୃତକ ଙ୍କ ମାଉସୀ ବିନୋତା ନାହାକ ଚଳାଉଥିବା ଏକ୍ସେଲରେ ଲିଖିନା ତାଙ୍କର ପାଞ୍ଚ ବର୍ଷର ପୁଅ ରୁଦ୍ରକୁ ଧରି ଯିବା ସମୟରେ ଖଇରପୁଟି ଠାରେ ଭାରସାମ୍ୟ ହରାଇ ଏକ୍ସେଲ ଗାଡ଼ିଟି ଖାଲକୁ ଓଲଟି ପଡ଼ିଥିଲା l ଫଳରେ ପାଞ୍ଚ ବର୍ଷର ପୁଅ ରୁଦ୍ର ଗୁରୁତର ହୋଇଥିଲେ l