Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଧରାକୋଟ: ଢଉଗାଁ ପଞ୍ଚାୟତ ରେ ମାଗଣା ଚକ୍ଷୁ ଶିବିର

Dharakote, Ganjam | Jan 9, 2026
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଢଉଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇ ଯାଇଛି l ହିଞ୍ଜିଳି ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗ ରେ ଢଉଗାଁ ପଞ୍ଚାୟତ ପକ୍ଷରୁ ଏହି ଶିବିର ଆୟୋଜନ କରା ଯାଇଥିଲା l ସରପଞ୍ଚ ମନ୍ୟୁ ପାତ୍ର ଅନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ଶିବିର ରେ ଷାଠିଏ ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରା ଯାଇଛି l ଏଥି ମଧ୍ୟରୁ ପନ୍ଦର ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ପଠା ଯାଇଥିବା ସୂଚନା ମିଳିଛି l
ଧରାକୋଟ: ଢଉଗାଁ ପଞ୍ଚାୟତ ରେ ମାଗଣା ଚକ୍ଷୁ ଶିବିର - Dharakote News