Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଧରାକୋଟ: ଢଉଗାଁ ପାଣି ପଞ୍ଚାୟତ ରଥକୁ ସମ୍ବର୍ଦ୍ଧନା

Dharakote, Ganjam | Jan 10, 2026
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଢଉଗାଁ ସ୍ଥିତ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ତରଫରୁ ପାଣି ପଞ୍ଚାୟତ ରଥ କୁ ପୂଜାର୍ଚ୍ଚନା କରି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏହି ରଥ ପାଇଁ ଗାଁକୁ ଗାଁ ଯାଇ ଚାଷୀମାନଙ୍କୁ ସଚେତନତା କରିବ । ଢଉଗାଁ ଜଳସେଚନ ବିଭାଗ କାର୍ଯ୍ୟାଳୟ ରୁ ବାହାରି ଏହି ରଥ ଧରାକୋଟ ବଡ଼ଗଡ଼,ସୋରଡ଼ା ଦେଇ ହରଭଂଗି ଜଳସେଚନ କାର୍ଯ୍ୟଳୟ ଠାରେ ପହଞ୍ଚିବ ।
ଧରାକୋଟ: ଢଉଗାଁ ପାଣି ପଞ୍ଚାୟତ ରଥକୁ ସମ୍ବର୍ଦ୍ଧନା - Dharakote News