ନରସିଂହପୁର: ସ୍ଥାନୀୟ ପର୍ଯ୍ୟଟନ ବାଖ୍ୟାନ କେନ୍ଦ୍ର ନିକଟରେ ନରସିଂହପୁର ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଅପରାହ୍ନ ରେ ନରସିଂହପୁର ପର୍ଯ୍ୟଟନ ବାଖ୍ୟାନ କେନ୍ଦ୍ର ନିକଟରେ ନରସିଂହପୁର ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ। ଏଥିରେ ବିଜେଡି ର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଦଳ ର କାର୍ଯ୍ୟକ୍ରମ କିପରି ସୁଦୃଢ ହେବ ସେନେଇ ଆଲୋଚନା ହୋଇଥିଲା।