Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
No video available

ନରସିଂହପୁର: ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ର ବିଧାରପୁର ନିକଟରେ ଏକ କାର ଦୁର୍ଘଟଣା ଘଟିଛି।

Narasinghpur, Cuttack | May 5, 2025
ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ର ବିଧାରପୁର ନିକଟରେ ଏକ କାର ଦୁର୍ଘଟଣା ଘଟିଛି। ଆଜି ସକାଳୁ ମୁଖ୍ୟ ରାସ୍ତା ରୁ ଯାଇ କାର ଟି ଏକ ଡ୍ରେନ ରେ ପଶି ଯାଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ଅଞ୍ଚଳର ଏହି କାର ରେ ଚାଳକ ଓ ଅନ୍ୟ ଜଣେ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ଚାଳକ ଆହତ ହୋଇ ମାଣିଆବନ୍ଧ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ଗାଡି ଟି ନରସିଂହପୁର ଆଡକୁ ଗତି କରିଥିବା ବେଳେ ଦୁର୍ଘଟଣା ଘଟିଛି।