Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

ନରସିଂହପୁର: ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ରେ ମୁଖ୍ୟ ଉପଦେଷ୍ଟା ବିଜେପି ନେତା ଅଭୟ ବାରିକଙ୍କୁ ମନୋନୀତ କରାଯାଇଛି

Narasinghpur, Cuttack | May 4, 2025
ଅପରାହ୍ନ ରେ ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଉପଦେଷ୍ଟା ଭାବେ ବିଜେପି ନେତା ଅଭୟ ବାରିକ ଙ୍କୁ ଆଜି ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ ରେ ହେଉଥିବା ରାଜ୍ୟ ଟ୍ରକ ମାଲିକ ସଂଘର ସାଧାରଣ ଅଧିବେଶନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ନରସିଂହପୁର: ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ରେ ମୁଖ୍ୟ ଉପଦେଷ୍ଟା ବିଜେପି ନେତା ଅଭୟ ବାରିକଙ୍କୁ ମନୋନୀତ କରାଯାଇଛି - Narasinghpur News