ପୂର୍ବ ସରକାର ସମୟ ରୁ ନରସିଂହପୁର ମେଡିକାଲ କୁ ଡକ୍ଟର ଅସୁବିଧା ନେଇ ବାରମ୍ବାର ଜନ ଅସନ୍ତୋଷ ତେଜିଛି। ଦୀର୍ଘ ବର୍ଷ ହେବ ଡାକ୍ତର ପଦ ଫାଙ୍କା ପାଇଁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଆଜି ରୋଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୨ ଜଣ ଡକ୍ଟର ପରିବର୍ତେ ଜଣେ ଡକ୍ଟର ରେ ରୋଗୀ ସେବା ଚାଲୁଚି।