ନରସିଂହପୁର: କରିଲୋ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଚାଳକ ଓ ଦୁଇ ଶ୍ରମିକ ବଂଚି ଯାଇଛନ୍ତି।
କରିଲୋ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଚାଳକ ଓ ଦୁଇ ଶ୍ରମିକ ବଂଚି ଯାଇଛନ୍ତି। ଅପରାହ୍ନ ରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗାଁ ଲୋକେ ବିଦ୍ୟୁତ ସଂଯୋଗ କାଟି ଥିଲେ। ପରେ ଖୁଣ୍ଟ କୁ ବାହାର କରିଥିଲେ।