ନରସିଂହପୁର: କାଇଜେନ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ବାର୍ଷିକ ବର୍ଣ୍ଣାଳୀ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କର ଯୋଗଦାନ
କାଇଜେନ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ବାର୍ଷିକ ବର୍ଣ୍ଣାଳୀ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କର ଯୋଗଦାନ। ରାତ୍ରି ରେ କାଇଜେନ ବାଗଧରିଆ ପରିସର ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ମ ବଡମ୍ବ ଡମ୍ବା ନରସିଂହପୁର ର ବିଧାୟକ ବିଜୟ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଏଥରେ ଯୋଗ ଦେଇଥିଲେ। ବହୁ ଶିକ୍ଷକ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ।