Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ନରସିଂହପୁର: ମିଟିକାପୁର ଗାଁରେ ଥିବା ବିଭିନ୍ନ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ #jansamasya

Narasinghpur, Cuttack | May 5, 2025
ଅପରାହ୍ନ ରେ ନରସିଂହପୁର ବ୍ଳକ ମିଟିକାପୁର ଅଞ୍ଚଳରେ ଗାଁର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଗାଁରେ ପାନୀୟ ଜଳ ସଙ୍କଟ, ପୋଖରୀ ଓ ଶନି ମନ୍ଦିର ସମେତ ସ୍କୁଲ କୁ ଛାତ୍ରଛାତ୍ରୀ ଯିବା ପାଇଁ ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ ଥ‌ିବା ଦର୍ଶାଇଛନ୍ତି।