ନରସିଂହପୁର: ନରସିଂହପୁର ଟାଉନ ନିକଟରେ ବେଆଇନି ପାର୍କିଂ ରୁ ଫାଇନ ଆଦାୟ କଲା ପୋଲିସ
ସନ୍ଧ୍ୟା ରେ ନରସିଂହପୁର ଥାନା ପୋଲିସ ପକ୍ଷରୁ ଟାଉନ ର ବିଭିନ୍ନ ସ୍ଥାନରେ ଥିବା ବେଆଇନି ପାର୍କିଂ ରୁ ଫାଇନ ଆଦାୟ କରିଛି। ପୋଲିସ ପକ୍ଷରୁ ଦୁଇ ଦିନ ହେବ ଫାଇନ ଆଦାୟ ଜାରି ରହିଛି। ମୁଖ୍ୟ ରାସ୍ତା ଉପରେ ଗଡ଼ି ରଖି ଚାଳକ ପଳାଉଥିବାରୁ ଯାନ ବାହାନ ଚଳାଚଳ ରେ ଅସୁବିଧା ହେଉଥିବାରୁ ଫାଇନ କାଟୁଛି ପୋଲିସ।