ପାଟଣାଗଡ: ଖପ୍ରାଖୋଲରେ ଅନୁଷ୍ଠିତ ହେଲା ପ୍ରଥମ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ବୈଠକ
ଖପ୍ରାଖୋଲ ବ୍ଲକର କରୁଆଁଝର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ବ୍ଲକସ୍ତରୀୟ ମାସିକ ପ୍ରଧାନଶିକ୍ଷକ ବୈଠକ ଅନୁଷ୍ଠିତ। ଶିକ୍ଷାର ମାନ ବୃଦ୍ଧି, ବୋର୍ଡ ପରୀକ୍ଷା ପ୍ରସ୍ତୁତି ଓ ବିଭିନ୍ନ ଶିକ୍ଷା ଯୋଜନା ସମ୍ପର୍କରେ ହେଲା ବିଶଦ ଆଲୋଚନା।