ରାୟଗଡା: ରାୟଗଡ଼ା: ଶିଶୁ ଦିବସରେ ବାରିଝୋଲା ସ୍କୁଲରେ ବକ୍ତୃତା ପ୍ରତିଯୋଗିତା
ଶିଶୁ ଦିବସ ଅବସରରେ ରାୟଗଡ଼ାର ବାରିଝୋଲା ସରକାରୀ ବିଦ୍ୟାଳୟରେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଛି। ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।