ଗୁରଣ୍ଡି: ଗୁରାଣ୍ଡି: ସ୍ୱର୍ଗତ ନେତା ବିଦ୍ୟାଧର ପାତ୍ରଙ୍କ ସ୍ମୃତିସଭାରେ ହଜାର ହଜାର ଲୋକଙ୍କ ଶ୍ରଦ୍ଧାଞ୍ଜଳି
ଗୁରାଣ୍ଡି ଗ୍ରାମରେ ବରିଷ୍ଠ CPI(ML) ନେତା ସ୍ୱର୍ଗତ ବିଦ୍ୟାଧର ପାତ୍ରଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି। ଏଥିରେ ୧,୫୦୦ରୁ ଊର୍ଦ୍ଧ୍ୱ ଲୋକ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।