ପାରଳାଖେମୁଣ୍ଡି: ଗଜପତିରେ ଷ୍ଟାର୍ଟଅପ୍ ଆଉଟରିଚ୍ କାର୍ଯ୍ୟକ୍ରମ: ଯୁବକ ଓ ମହିଳାଙ୍କ ପାଇଁ ସୁଯୋଗ
ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପାରଳାଖେମୁଣ୍ଡିଠାରେ ଆୟୋଜିତ ହୋଇଛି ଷ୍ଟାର୍ଟଅପ୍ ଆଉଟରିଚ୍ କାର୍ଯ୍ୟକ୍ରମ। ଯୁବପିଢ଼ି ଓ ମହିଳାମାନଙ୍କୁ ଆତ୍ମନିଯୁକ୍ତି ଓ ନୂତନ ଉଦ୍ୟୋଗ ସ୍ଥାପନ ପାଇଁ ଉତ୍ସାହିତ କରାଯାଇଛି।