ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ 4,629 ନୂତନ ହିତାଧିକାରୀଙ୍କୁ ମିଳିଲା ସାମାଜିକ ସୁରକ୍ଷା ଭତ୍ତା
ଗଜପତି ଜିଲ୍ଲାରେ 4,629 ଜଣ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁର ହୋଇଛି। ଏଥିସହ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ (UPMP) ର ଶୁଭାରମ୍ଭ କରାଯାଇଛି, ଯାହା ଦ୍ୱାରା ହିତାଧିକାରୀମାନେ ଅନଲାଇନରେ ଆବେଦନ କରିପାରିବେ।