ରାୟଗଡା: ମହେନ୍ଦ୍ର ତନୟା ନଦୀରେ ବାଇକ୍ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର
ପାରଳାଖେମୁଣ୍ଡି ରାୟଗଡ଼ ବ୍ଲକ ଜିରାଙ୍ଗ ନିକଟରେ ମହେନ୍ଦ୍ର ତନୟା ନଦୀରେ ବାଇକ୍ ଦୁର୍ଘଟଣା। ଭଞ୍ଜନଗରରୁ ମହେନ୍ଦ୍ରଗିରି ଯିବା ବେଳେ ବାଇକ୍ ଭାରସାମ୍ୟ ହରାଇ ନଦୀରେ ପଶିଲା। ମୃତକ ବେଲଗୁଣ୍ଠା ବ୍ଲକ ମଙ୍ଗଳପୁର ଗାଁର। ପୋଲିସ ତଦନ୍ତ ଜାରି ରଖିଛି।