ଗୁମ୍ମା: ଗୁମ୍ମା ପିଏମ୍ଶ୍ରୀ ବିଦ୍ୟାଳୟ ବେଞ୍ଚ ଓ ଡେସ୍କ ବିକ୍ରି ମାମଲା, ଜିଲ୍ଲାପାଳଙ୍କୁ ଭେଟିଲେ ଅଭିଯୋଗକାରୀ
Gumma, Gajapati | Nov 11, 2026
ଗୁମ୍ମା ପିଏମ୍ଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବେଞ୍ଚ ଓ ଡେସ୍କ ବିକ୍ରିକୁ ନେଇ ଉଠିଛି ବିବାଦ। ସୁସ୍ଥିର ଷଡଙ୍ଗୀ ଓ ବୟାଜ ବେବେର୍ତା ଜିଲ୍ଲାପାଳଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସରକାରୀ ସମ୍ପତ୍ତିର ସୁରକ୍ଷା ଓ ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ।